ଜନ୍ମ ଦିନରେ ରକ୍ତ ଦାନ କଲେ ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ କରିବା ଦ୍ଵାରା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଉଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ସଙ୍ଗଠନର ସହ ସମ୍ପାଦିକା ପ୍ରିୟଙ୍କା ତ୍ରିପାଠୀ ନିଜ ଜନ୍ମ ଦିନରେ ସ୍ୱେଚ୍ଛାକୃତ ଭାବରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ରକ୍ତ ଦାନ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.