ରାଜ୍ୟରେ ମାଛ ଉତ୍ପାଦନର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଗତ ୨୦ ବର୍ଷରେ ରାଜ୍ୟରେ ମାଛ ଉତ୍ପାଦନ ୨.୫୯ ମେଟ୍ରିକ ଟନରୁ ୮.୧୬ ଲକ୍ଷ ମେଟ୍ରିକ ଟନ୍ ବୃଦ୍ଧି ପାଇଛି । ମାଛ ରପ୍ତାନୀ ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମାଛ ଚାଷ କୃଷକଙ୍କ ଆୟ ବହୁଗୁଣିତ କରିବା ତଥା ମାଛ ଉତ୍ପାଦନରେ ରାଜ୍ୟକୁ ‌ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.