ଆଜି ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ ଯୋଗ ଦେବେ ରାହୁଲ ଓ ଖଡ୍‌ଗେ

ଭୁବନେଶ୍ୱର : ଆଜି ଦିନ ୧୧ଟା ପରେ ରାହୁଲ, ଖଡଗେ ଓ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହୋଟେଲ ମେ ଫେୟାରକୁ ଯିବେ । ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ପହଞ୍ଚିବେ । ଅପରାହ୍ନରେ କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ ରାହୁଲ ଓ ଖଡ୍‌ଗେ । ସନ୍ଧ୍ୟାରେ ଉଭୟ ନେତା ଦିଲ୍ଲୀ ଫେରିଯିବେ ।

jittmm
Leave A Reply

Your email address will not be published.