ଗୋଏଲଭାଡ଼ି ଠାରେ ପୁଷ୍ ପୁନି ଭେଟଘାଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଏଲଭାଡ଼ି ନିକଟରେ ପୁଷ୍‌ ପୁନି ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଭାଇଚାରାର ପର୍ବ ଏହି ପୁଷ୍ ପୁନି ଭେଟଘାଟକୁ ଧୁମଧାମରେ ପାଳନ କରାଯାଇଛି ଥିଲା । ଏଥିରେ ଟିକ୍ରାପଡା ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଚୈ।ହାନ, ଗୁଡ଼ଭେଲା ବ୍ଳକ ଜୋନ ୬ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ପଧାନୀ, ପ୍ରେମାନନ୍ଦ ସାହୁରାଜେଶ ସାହୁ, ଚନ୍ଦ୍ର ଭାନୁ ପଧାନ, ରାଜେଶ ପଧାନୀ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.