୧୯ ନଂ. ୱାର୍ଡ ଅନ୍ତର୍ଗତ ସାଗରପଡାକୁ ପରିଦର୍ଶନ କରି ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୯ ଅନ୍ତର୍ଗତ ସାଗରପଡାକୁ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ପରିଦର୍ଶନ କରି ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଅବହେଳିତ ଅବସ୍ଥାରେ ପଡି ରହିଥିବା ଏକ ବ୍ରିଜର ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିବା ସହ ଉପସ୍ଥିତ ପଡାବାସୀଙ୍କୁ ଅତି ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ ଶ୍ରୀ ସିଂହଦେଓ । ଏଥିରେ ପୂର୍ବତନ ସାଂସଦ କଳିକେଶଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.