om academy

ରାସ୍ତା ବନ୍ଦ କଲା ରେଳ ବିଭାଗ : ମାଲଗୋଦାମପଡା ବାସିନ୍ଦାଙ୍କ ପ୍ରତିବାଦ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ୧୭ ନଂ ୱାର୍ଡ ଅନ୍ତର୍ଗତ ମାଲଗୋଦାମପଡା ବାସିନ୍ଦା ରେଳଷ୍ଟେସନ ଦେଇ ଯାଉଥିବା ରାସ୍ତାକୁ ଯାତାୟାତ ପାଇଁ ବ୍ୟବହାର କରୁଥିଲେ । ଆଜି ରେଳ ବିଭାଗ ତରଫରୁ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପଡାକୁ ଯିବା ପାଇଁ ଏକ ମାତ୍ର ରାସ୍ତାକୁ ପ୍ରଶାସନ ବନ୍ଦ କରି ଦେଉଥିବା କହି ମାଲଗୋଦାମପଡା ବାସିନ୍ଦା ତିବ୍ର ପ୍ରତିବାଦ ପ୍ରକାଶ କରିଛନ୍ତି । ଏସିଷ୍ଟାଣ୍ଟ କଲେକ୍ଟର ଧୀରଜ ମେହେର ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଘଟଣା ବିରୋଧରେ ଅଂଚଳର ମାହୋଲ ଗରମ ରହିଛି ।

Leave A Reply

Your email address will not be published.