ସହରରେ ବେଆଇନ ଭାବେ ଲାଗିଥିବା ବ୍ୟାନର ଗୁଡିକୁ ହଟାଇଲା ପୌର ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନର ଲାଇଟ ଖୁମ୍ବଗୁଡିକରେ ବେଆଇନ ଭାବେ ଲାଗିଥିବା ବ୍ୟାନରଗୁଡିକୁ ପୌର ପ୍ରଶାସନ ତରଫରୁ ଆଜି ହଟାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ବ୍ୟାନର ଗୁଡିକ ପୌର ପ୍ରଶାସନର ବିନା ଅନୁମତିରେ ଲାଗିଥିବାରୁ ପୌର ପ୍ରଶାସନ ଏହା ଉପରେ ଧ୍ୟାନ ଦେଇ ଆଜି ସହର ସାରା ଲାଗିଥିବା ବେଆଇନ ବ୍ୟାନର ଗୁଡିକୁ ହଟାଇଛି ।

Leave A Reply

Your email address will not be published.