ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ପାଇଁ ଆବେଦନ ଶେଷ ତାରିଖକୁ ୧୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ବଢ଼ାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭୁବନେଶ୍ୱର, (ପିଆଇବି) : ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍ଏସ୍) ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ ଜୁଲାଇ ୧୫, ୨୦୨୪ (ସୋମବାର) ପର୍ଯ୍ୟନ୍ତ ବୃଦ୍ଧି କରିଛି । ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍ଏସ୍) ତୃତୀୟ ସଂସ୍କରଣ – ୨୦୨୪ ପାଇଁ ସେମାନଙ୍କ ଆବେଦନ ଏବଂ ବିଷୟବସ୍ତୁ ଜୁଲାଇ ୧୫, ୨୦୨୪ ସୁଦ୍ଧା ବଚ୍ଚୟଜ୍ଞଗ୍ଦ୨୦୨୪.ଜ୍ଞସଭଥବଗ୍ଧଧଶଜ୍ଞବସକ୍ଷଥୟକ୍ଟଗ୍ଧଧମକ୍ଟଜ୍ଞ କୁ ପଠାଇପାରିବେ । ଏଥିରେ ଅଂଶଗ୍ରହଣ ପାଇଁ ବିସ୍ତୃତ ମାର୍ଗଦର୍ଶିକା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞସଭ.ଶକ୍ଟଙ୍ଖ.ସଦ୍ଭ/) ଏବଂ ପତ୍ର ସୂଚକା କାର୍ଯ୍ୟାଳୟ (ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟ୍ରସଭ.ଶକ୍ଟଙ୍ଖ.ସଦ୍ଭ)ର ୱେବସାଇଟ୍‌ରେ ମିଳିପାରିବ

Leave A Reply

Your email address will not be published.