ବଙ୍ଗୋମୁଣ୍ଡା ବ୍ଲକରେ ୧୭୩ ଜଣ ହିତାଧିକାରୀଙ୍କୁ ବିଧାୟକଙ୍କ ଦ୍ୱାରା ଭତ୍ତା ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ବ୍ଲକର ୧୭୩ ଜଣଙ୍କୁ ବିଭିନ୍ନ ପ୍ରକାର ଭତା ବଣ୍ୱନ କରାଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀଭାବେ ଯୋଗ ଦେଇ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ବାସନ୍ତି ସେଠି, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା ସହ ବ୍ଲକର ସମସ୍ତ ପଦାଧିକାରୀ ଏବଂ ସରପଂଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.