ପ୍ରଥମଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ ଗୃହର କାର୍ଯ୍ୟାଦେଶ ପ୍ରଦାନ ।

ବଲାଙ୍ଗୀର,(କେପିଏନଏସ) : ଗରିବ ମୁହଁରେ ଆଜି ହସ ଫୁଟିଲା । ଅନ୍ତୋଦୟ ସ୍ୱପ୍ନ ପୁରଣ ହେଲା ,ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ,ପ୍ରିୟ ଜନନେତା ସର୍ବମାନ୍ୟ ଡ଼ ମୁକେଶ ମହାଲିଙ୍ଗ…ଆଗଲପୁର ବ୍ଲକ ନଅଗାଁ(ଖ) ଠାରେ ସ୍ଥାନୀୟ ଜନତାଙ୍କ ନିକଟକୁ ଯାଇ ପ୍ରଥମ ଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ ଗୃହ ନିମନ୍ତେ ମାର୍କଣ୍ଡ କୁଅଁରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କଲେ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କାଘର ସୁନିଶ୍ଚିତ କରିବା ଆମର ଦାୟିତ୍ଵ । କାର୍ଯ୍ୟାଦେଶ ପାଇଁ ମାର୍କଣ୍ଡ କୁଅଁର ଖୁସିବ୍ୟକ୍ତ କରିବା ସହ ବିଧାୟକ,ଲୋଇସିଂହା ,ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.