oum

ଦିଲ୍ଲୀରେ ପ୍ରଚଣ୍ଡ ବର୍ଷା ସମ୍ଭାବନା

jsm

ନୂଆଦିଲ୍ଲୀ : ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ବଜ୍ରପାତ ଏବଂ ଧୂଳି ଝଡ଼ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀ ଉପରେ ଆଂଶିକ ମେଘୁଆ ଆକାଶର ପୂର୍ବାନୁମାନ କରାଯାଇଛି ବୋଲି ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.