ବଲାଙ୍ଗିର ବୈଜୟନ୍ତ୍ରୀପଡାରେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୈଜୟନ୍ତ୍ରୀପଡା ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଏହି ଅବସରରେ କାର୍ତିକ ମାସର ପଞ୍ଚୁକ ସମୟରେ କାର୍ତିକ ପୂଜା ଦର୍ଶନ କରି ପଡାବାସୀଙ୍କ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିଥିଲେ । ଜଣେ ଅସହାୟ ବୃଦ୍ଧ ରୋଗାଗ୍ରସ୍ତ ଥିବା ଦେଖି ସରକାରଙ୍କ ଯୋଜନାର ସୁବିଧାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଚେଷ୍ଟା କରିବେ ବୋଲି ସେ ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!