centurian jitm

ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ

ବ୍ରହ୍ମପୁର : ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଚାଲିଥିଲା ବେଆଇନ ହୁକ୍କା ବାର୍‌ । ଏହି ବାର୍‌ରେ ଜମୁଥିଲା ନାବାଳକଙ୍କ ଆଡ୍ଡା । ଅତର୍କିତ ଚଢାଉ କରି ହୁକ୍କା ଷ୍ଟାଣ୍ଡ ସହ ଗୁଟଖା ଏବଂ ସିଗାରେଟ ଜବତ କଲା ବ୍ରହ୍ମପୁର ପୋଲିସର ୫ଟି ଟିମ୍‌ । ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏହି ଘଟଣାରେ ୭ ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଏନେଇ ବ୍ରହ୍ମପୁର ଏସ.ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.