ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋବାଇଲ ଚୋରକୁ ଧରି ପୋଲିସ ଜିମା ଦେଲେ ଲୋକେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବେ ଚର୍ଚ୍ଚାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ । ପ୍ରତ୍ୟେକ ଦିନ ଏଠାରେ ଚୋରି ଡ଼କାୟତି ଭଳି ଅପରାଧିକ କାର୍ଯ୍ୟକଳାପ ହେଉଥିବା ବେଳେ ଆଜି ଜଣେ ବ୍ୟକ୍ତିଙ୍କଠୁ ମୋବାଇଲ ଚୋରି ହେଉଥିବା ବେଳେ ଠିକ୍‌ ସମୟରେ ବ୍ୟକ୍ତିଙ୍କ ପରିବାର ବର୍ଗ ମୋବାଇଲ ଚୋରକୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଅନ୍ୟପଟେ ପ୍ରତ୍ୟେକ ଦିନ ହସ୍ପିଟାଲ ପରିସରରେ ଏଭଳି ଘଟଣା ଘଟୁଥିବାରୁ ପୋଲିସ ସୁରକ୍ଷା ବଢାଇବାକୁ ଦାବୀ ହୋଇଛି ।

Leave A Reply

Your email address will not be published.