ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୬ରୁ ଜିତିଲେ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୬ରୁ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ କାଉନ୍‌ସିଲର୍‌ ଭାବରେ ବିଜୟୀ ହୋଇଥିବା ସୂଚନା ମିଳିଛି । ତାଙ୍କ ଶୁଭେଚ୍ଛୁ, ବିଜେଡ଼ି ନେତା ଓ କର୍ମୀମାନଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପରିଷଦ ନିର୍ବାଚନରେ ବିଜେଡ଼ି ବାଜିମାତ୍‌ କରୁଥିବା ଦେଖିବାକୁ ମିଳିଛି । ପୌରାଧ୍ୟକ୍ଷ ଆସନରେ ବିଜେଡ଼ି ପ୍ରାର୍ଥିନୀ ଲିକା ସାହୁ ଆଗୁଆ ରହିଥିବା ବେଳେ ବିଭିନ୍ନ ୱାର୍ଡରେ ବିଜେଡ଼ି ବିପୁଳ ଜନ ସମର୍ଥନ ହାସଲ୍‌ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.