ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ମହନ୍ତ ଓ ଗୁରୁ ଭାଇଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିରଙ୍କ ଦ୍ୱାରା ବ୍ରାହ୍ମଣ ପିଲାମାନଙ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଚୈତ୍ର ମାସ ଶୁକ୍ଳପକ୍ଷ ଶ୍ରୀ ରାମନବମୀ ଜନ୍ମ ଉତ୍ସବ ଦିନ ତା.୦୭.୦୪.୨୦୨୫ରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ମହନ୍ତ ମହାରାଜ ଶ୍ରୀ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ୨୧ଜଣ ବ୍ରାହ୍ମଣ ପିଲାମାନଙ୍କ ବ୍ରତୋପନୟନ ହେବ । ତେଣୁ ଯେଉଁ ବ୍ରାହ୍ମଣ ପିଲା ବ୍ରତ ହେବେ ସେମାନେ ଆସନ୍ତା ତା.୨୫.୦୩.୨୫ ଦିନ ସୁଦ୍ଧା ନୃସିଂହ ମନ୍ଦିର ଅଫିସରେ ଦିବା ଘ.୧୦ରୁ ୧୨ରେ ଆସି ଫର୍ମ ନେଇ ଆବେଦନ କରିପାରିବେ ।

Leave A Reply

Your email address will not be published.