ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡିଓ ରଶ୍ମିରଞ୍ଜନ ରାଉତ ମୁଖ୍ୟଅତିଥି, ସରପଞ୍ଚ ଜପସ୍ୱିନୀ ସାହୁ, ଏଇ ମହେଶଲାଲ ଅଗ୍ରୱାଲ, ଜେଇ ରାଜକିଶୋର ନାଏକ, ପିଇଓ ପ୍ରଶାନ୍ତ ନାଏକ, ପିଇଓ ମନୋଜ ସାହୁ, ଏସିପି ରାମାନନ୍ଦ ବେହେରା, ଏମ୍‌ବିକେ ମିଥିଳା ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଅତିଥି ମାନେ କହିଥିଲେ ।

jittmm
Leave A Reply

Your email address will not be published.