ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବିଦ୍ୟୁତ ସଟ ସର୍କିଟ ଯୋଗୁଁ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ କାର୍ୟ୍ୟାଳୟର ଗ୍ରାମୀଣ ଗୃହ ପ୍ରକୋଷ୍ଠ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇ କମ୍ପ୍ୟୁଟର ସହିତ ବିଭିନ୍ନ ଜରୁରୀ କାଗଜ ପତ୍ର ପୋଡି ଯାଇ ନଷ୍ଟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ନିଆକୁ ଆୟତ କରିଥିବା ଜଣାପଡିଛି ।

Leave A Reply

Your email address will not be published.