ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକେଏନ୍‌ ଦୁଗ୍ଧ ୟୁନିଅନ୍, ବଲାଙ୍ଗିର ଏବଂ ଆର୍ଡି ବିଭାଗର ମିଳିତ ଉଦ୍ୟମରେ ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରି ଗୋ ଚିକିତ୍ସା ତଥା ବନ୍ଧ୍ୟା ନିରାକରଣ ଏବଂ ଗୋ ପାଳନ ପ୍ରଶିକ୍ଷଣ ଉପରେ ଉପସ୍ଥିତ ଥିବା ଦୁଗ୍ଧ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!