ପ୍ରଧାନମନ୍ତ୍ରୀଙ୍କର ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ତଥା ଭାରତର ସମସ୍ତ ଶିକ୍ଷାନୁଷ୍ଠାନରେ ପିଲାମାନେ ଡିଜିଟାଲ ମାଧ୍ୟମରେ ୧୧ .୦୦ରୁ ୧୨.୩୦ ପର୍ଯ୍ୟନ୍ତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଗମୀ ପରୀକ୍ଷା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପଶିକ୍ଷା ଅଧକାରୀ ଓ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ସହକାରୀ ଶିକ୍ଷକ ଅମିତ କୁମାର ବାଗ ଓ ଆଶିଷ ସେଠୀ କରୁଥିଲେ ।

Leave A Reply

Your email address will not be published.