ଓ.ଏ.ଏସ. ପରୀକ୍ଷାରେ ୪୨୮ ନମ୍ୱର ରେଙ୍କ ରଖି ଗଞ୍ଜାମ ଜିଲ୍ଲାର ନାଁ ରଖିଛନ୍ତି ସି.ଏଚ୍‌. ଗାୟତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟ୍ଟା ସମୁଦ୍ର କୁଳିଆ ମତ୍ସ୍ୟଜୀବୀ ପରିବାରର ଝିଅ ବି. ସିମାଞ୍ଚଳ ବାବୁଙ୍କ ପତ୍ନୀ ସି.ଏଚ୍‌. ଗାୟତ୍ରୀ ଓ.ଏ.ଏସ୍‌. ପରୀକ୍ଷାରେ ୪୨୮ ନମ୍ୱର ରେଙ୍କ ରଖି ସଫଳତା ହାସଲ କରିଛନ୍ତି । ଏନେଇ ସେହି ଅଞ୍ଚଳ ଓ ଉକ୍ତ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.