ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସ୍ଥାନୀୟ ହରି ଭବନଠାରେ ଶୁକ୍ରବାର ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡି ନେତା ଅଜୟ ଦାସଙ୍କ ଉଦ୍ୟମ ଓ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ଚକ୍ଷୁ ବିଶେଷଜ୍ଞ ଡା. ଅନିଲ ଗୁପ୍ତା ଅଞ୍ଚଳର ୨ଶହ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.