oom

ପାଟଣାଗଡର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡକୁ ବଲାଙ୍ଗିର ପୂର୍ବତନ ସାଂସଦ ତଥା ବିଜେଡିର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ପରିବାର ସହ ଗସ୍ତ କରି ନୂଆଁଖାଇ ଅବସରରେ ମା’ ଦଶମତିଙ୍କୁ ଦର୍ଶନ କରିବା ସହିତ ପାଟଣାଗଡର ବିଭିନ୍ନ ମନ୍ଦିରକୁ ଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ପୂର୍ବତନ ସାଂସଦ ଶ୍ରୀ ସିଂହଦେଓଙ୍କ ସହ ଅନକେ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.