centurian jitm

ନୋବେଲ ବିଜେତା ହାରଲଡ ଭରମସଙ୍କ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ

nschool

କୋଣାର୍କ : ଶନିବାର ନୋବେଲ ପୁରସ୍କାର ବିଜୟୀ(ମେଡିସିନ) ଆମେରିକାର ହାରଲଡ ଭରମସ ଆଓଏଫ ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ସ୍ବାଗତ କରାଯାଇଥିଲା । ଗାଇଡ ବିଶେଶ୍ୱର ଦାଶ ବ୍ୟାଖ୍ୟାନ କେନ୍ଦ୍ର, ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ବୁଲାଇ ଦେଖାଇଥିଲେ । ଏହି ସମୟରେ ଆଇଓଏଫ କର୍ମଚାରୀ, ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.