om academy

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁୁ । ଟମାଟୋ – ୨୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୬୦ ଟଙ୍କା, ଅଦା – ୪୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିନ୍‌ – ୬୦ ଟଙ୍କା, କେପ୍‌ସିକମ୍‌ – ୬୦ ଟଙ୍କା, ଗାଜର – ୪୦ ଟଙ୍କା, ବିଟ୍‌ – ୪୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୦ ଟଙ୍କା, କୁନ୍ଦୁରୁ – ୨୦ ଟଙ୍କା, ଲାଉ – ୨୦ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୨୦ ଟଙ୍କା, ବଂଧାକୋବି – ୧୫ ଟଙ୍କା, ଫୁଲକୋବି – ୪୦ ଟଙ୍କା, ଝୁଡଙ୍ଗ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୦ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୩୦ ଟଙ୍କା, ଖମ୍ବ ଆଳୁ – ୫୦ ଟଙ୍କା, ଧନିଆଁ ପତ୍ର – ୫୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ -୩୦ ଟଙ୍କା, ପାଳଙ୍ଗ ଶାଗ – ୩୦ ଟଙ୍କା, ମୂଳା -୨୫ ଟଙ୍କା, ଆଳୁ – ୨୫ ଟଙ୍କା, ପିଆଜ – ୨୦ ଟଙ୍କା, କଂଚା ମଟର – ୧୦୦ ଟଙ୍କା ।

Leave A Reply

Your email address will not be published.