centurian jitm

କୁଶଙ୍ଗରେ ପାରାୟଣ ପାଠ

nschool

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମା’ କୁଶଙ୍ଗାଇ ପୀଠରେ ୭ ଦିନ ଧରି ପାରାୟଣ ପଠନ ଚାଲିଛି । ତରଣିସେନ ତ୍ରିପାଠୀ ବ୍ୟାସ ଅଛନ୍ତି । ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଉଛି ।

Leave A Reply

Your email address will not be published.

error: Content is protected !!