oom

ମହିଳା ଶାନ୍ତିଲତା ଦାସଙ୍କ ପରଲୋକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନିବାସୀ ଶାନ୍ତିଲତା ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହେଉଥିଲା । ସେ କିଛି ଦିନ ହେଲା ବାଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଶେଷ ସମୟରେ ପୁଅ ଅଶୋକ କୁମାର, ପ୍ରଦୀପ, ସୁଧା, ସୁନିଲ ଓ ସମ୍ପର୍କିୟ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କର ଅନ୍ତେଷ୍ଟି ସମ୍ପର୍ଣ ହୋଇଛି । ତାଙ୍କର ବିୟୋଗରେ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.