ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ କନକ ମିଶ୍ର ଗତ ୪ ତାରିଖ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରେ ଇହଳୀଲା ସମ୍ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ଶହେ ବର୍ଷ ପୁରି ଯାଇଥିଲା । ସେ ଜଣେ ଧର୍ମ ମହିୟଷି ଓ ମେଳାପି ମହିଳା ଥିଲେ । ତାଙ୍କର ମୃତ୍ୟୁରେ ଏ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ପୂର୍ଣ୍ଣଚନ୍ଦ୍ର, ପ୍ରଶନ୍ନ(କୁମର), ନାରାୟଣ, ବୋହୁ ଅମୂଲ୍ୟ, ଚଞ୍ଚଳା, କସ୍ତୁରୀ, ଝିଅ ସରୋଜିନୀ, ସୁଷମା ଏବଂ ଜ୍ୱାଇଁ ଅଶୋକ, ନାତି ନାତୁଣୀ ସମେତ ସମସ୍ତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ବିଭୂତିପଡା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହୋଇଯାଇଛି ।
Prev Post
Next Post