om academy

ହୃଦ୍‌ଘାତରେ ଛତିଶଗଡ଼ ବିଧାନସଭା ଉପବାଚସ୍ପତିଙ୍କ ପରଲୋକ

jsm

ରାୟପୁର : ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ମନୋଜ ସିଂହ ମାଣ୍ଡଭିଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଥିବା ଜଣାପଡିଛି । ୫୮ ବର୍ଷିୟ ମାଣ୍ଡଭିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ମାଣ୍ଡଭି ତିନି ଥର ବିଧାୟକ ଥିଲେ ଏବଂ ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଅଜିତ ଯୋଗୀ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.