ସ୍ୱପ୍ନେଶ୍ୱର ଗରୁଡ଼ଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସ୍ୱପ୍ନେଶ୍ୱର ଗରୁଡ଼ଙ୍କ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ସ୍ୱର୍ଗତ ଗରୁଡ଼ଙ୍କ ୨ ପୁଅ ଉଦୟ ଏବଂ ସୂର୍ଯ୍ୟ ଓ ୩ ଝିଅ ଅଗ୍ନୀ, ସୁଷମା, ପ୍ରତୀମା । ଗରୁଡ଼ଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଲାଙ୍ଗିରରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.