centurian jitm

ପେପର ବଏ ଚୁମନକୁ ସହଯୋଗର ହାତ ବଢାଇଲା ଟାଇଗର ୟୁଥ୍‌ କ୍ଲବ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କନ୍ଧପାଲିପଡା ସ୍ଥିତ ପେପର ବଏ ଚୁମନ ରାଓର ଘରକୁ ଯାଇ ସହଯୋଗର ହାତ ବଢାଇଛି ଶାନ୍ତିପଡାର ଟାଇଗର ୟୁଥ୍‌ କ୍ଲବ । ଏଥିରେ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ରହି ଚମନକୁ ଓ ତାର ପରିବାରକୁ କ୍ଲବ ତରଫରୁ ସହଯୋଗ କରିଥିଲେ । ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏହି କ୍ଲବ ଅନେକ ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢାଇଛି, ଯାହକୁ ନେଇ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.