ବଲାଙ୍ଗିର, (କେପିଏନ୍ଏସ୍) : ମାର୍କେଟ୍କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍ – ୧୪ ଟଙ୍କା, ଭେଣ୍ଡି – ୬୦ ଟଙ୍କା, ବିମ୍ – ୪୦ ଟଙ୍କା, ସିମ୍ବ – ୬୦ ଟଙ୍କା, ସଜନା ଛୁଇଁ (ମୁନ୍ଗା) – ୧୨୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୩୦ ଟଙ୍କା, କେପ୍ସିକମ୍ – ୪୦ ଟଙ୍କା, ଗାଜର – ୪୦ ଟଙ୍କା, ବିଟ୍ – ୫୦ ଟଙ୍କା, ମୁକ୍ତାକେଶୀ ବାଇଗଣ – ୩୦ ଟଙ୍କା, କଳା ବାଇଗଣ – ୨୦ ଟଙ୍କା, ଅମୃତଭଣ୍ଡା – ୧୬ ଟଙ୍କା, କୁନ୍ଦୁରୁ – ୩୦ ଟଙ୍କା, ଲାଉ – ୨୪ ଟଙ୍କା, ଗୁଆଁର – ୪୦ ଟଙ୍କା, କାକୁଡ଼ି – ୪୦ ଟଙ୍କା, ଫୁଲକୋବି – ୧୫ ଟଙ୍କା, ବଂଧାକୋବି – ୧୫ ଟଙ୍କା, ଆଳୁ – ୨୪ ଟଙ୍କା, ପିଆଜ – ୪୫ ଟଙ୍କା, ରାଂଚି କଂଚା ମଟର – ୩୦ ଟଙ୍କା, ଲୋକାଲ କଂଚା ମଟର – ୨୫ ଟଙ୍କା, ଝୁଲଣ (ଝୁନ୍ଗା) – ୩୦ ଟଙ୍କା, କଖାରୁ (ମାଖନ୍) – ୧୫ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୫୦ ଟଙ୍କା, ପୋଟଳ – ୧୦୦ ଟଙ୍କା, ଧନିଆଁ ପତ୍ର – ୬୦ ଟଙ୍କା, କଂଚାଲଙ୍କା – ୮୦ ଟଙ୍କା, ଭାଜି ଶାଗ – ୩୦ ଟଙ୍କା, ମେଥି ଶାଗ – ୬୦ ଟଙ୍କା, ପାଳଙ୍ଗ ଶାଗ – ୪୦ ଟଙ୍କା, ମୂଳା – ୧୫ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯
Next Post