om academy

ଭାଲୁମୁଣ୍ଡା ବଜାରରେ ଜୈବିକ ଉତ୍ପାଦିତ ପନିପରିବା ବିକ୍ରି

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ହାଟରେ ଜୈବିକ ଉତ୍ପାଦିତ ପନିପରିବା ଯଥା ବାଇଗଣ, ଟମାଟୋ, ସଜନା, ଲଟି କନ୍ଦା ଶାଗ ଇତ୍ୟାଦି ବିକ୍ରି କରାଯାଇଥିଲା । ଏହା ପଂଚାୟତ ପ୍ରତିନିଧିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଏଫ୍‌ଇଏସ୍‌ଏମ୍‌ଟି ଲୌକିକ ଧରୁଆଙ୍କ ତତ୍ଵାବଧାନରେ ପରିଚାଳନା କରାଯାଇଥିଲା । ଲୋକମାନେ ଆସି ବିଭିନ୍ନ ସାମଗ୍ରୀକୁ କିଣି ନେଇଥିଲେ ।

Leave A Reply

Your email address will not be published.