ବିବାହୋତ୍ସବରେ ପଣସ ଗଛ ଚାରା ଉପହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବୁବୁଡା ଗ୍ରାମର ନବଦମ୍ପତି ଯୁବକବି ତଥା ସାମ୍ବାଦିକ ସୁରେନ୍ଦ୍ର ମେହେର ଓ ସଂଧ୍ୟା ମେହେରଙ୍କୁ ବିବାହୋତ୍ସବରେ ଘନାମାଲ ଗ୍ରାମର ପ୍ରକୃତିବନ୍ଧୁ କବି ଅନନ୍ତ ମେହେର ଦୁଇଟି ପଣସ ଗଛ ଚାରା ଉପହାର ଦେଇଛନ୍ତି । ଏହି ପରମ୍ପରାକୁ ଉପ‌ସ୍ଥିତ ବନ୍ଧୁବର୍ଗ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.