oum

ସଂସ୍କାର ଭାରତୀ ବଲାଙ୍ଗିର ଶାଖା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କାର ଭାରତୀ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ଜନ୍ମାଷ୍ଟମୀ ମହୋତ୍ସବ ୨୦୨୨ ଉପଲକ୍ଷେ କୃଷ୍ଣ ବେଶ ମେଳଣ ମହୋତ୍ସବ ଆୟୋଜିତ ହୋଇଯାଇଛି । ପାଖାପାଖି ୭୦ ଜଣ ଶିଶୁ କୃଷ୍ଣ ବେଶରେ ଭାଗ ନେଇଥିଲେ ଓ ସମସ୍ତଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ କୃଷ୍ଣଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ କରିବାକୁ ପିତାମାତାମାନଙ୍କୁ ଅନୁରୋଧ କରିଥିଲେ ସଂସ୍କାର ଭାରତୀର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସିଂହଦେଓ ଓ ଅଂଶଗ୍ରହଣ କରିଥିବା ଶିଶୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.