ଖଦ୍ୟୋତ ଅନୁଷ୍ଠାନର ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ୭୯ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଭବିଷ୍ୟତରେ ସେବା ମନୋଭାବର ଆଦର୍ଶକୁ ନେଇ ଅନୁପ୍ରଣିତ ହେବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଂଚାନନ ସେଠ, ଦିବାକର ହୋତା, ସାମ୍ବାଦିକ ଆକୁଳ ବେହେରା, ଉମାକାନ୍ତ ନାଥ, ରାମ ପ୍ରସାଦ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.