lika

ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଶ୍ରୁର ସାଥିମାନେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିଥିଲେ । ଏହି ଅବସରରେ ଜିଲ୍ଲା ହସ୍ପିଟାଲ୍‌ ଗେଟ୍‌ ସାମ୍ନାରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଓ ପଥଚାରୀମାନଙ୍କୁ ଦହି, ସର୍‌ବତ୍‌ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଶ୍ରୁର ବଲାଙ୍ଗିର ଜିଲ୍ଲାର ସମସ୍ତ ସାଥି ଏବଂ ନେତୃବୃନ୍ଦ ରାଜ୍ୟ ଉପସଭାପତି ଅନିରୁଦ୍ଧ ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ସାଥି ଭାସ୍କର ମିଶ୍ର, ଜିଲ୍ଲା ସଭାପତି ସିଦ୍ଧାର୍ଥ ମିଶ୍ର, ସଂପାଦକ ବାପୁନି କୁମାର ସାହୁ, କୋଷାଧ୍ୟକ୍ଷ ସତ୍ୟନାରାୟଣ ରଥ, ଜିଲ୍ଲା କମିଟି ସଭ୍ୟମାନେ ଯଥା ବିକାଶ ପାତ୍ର, ଭାରତ ଶତପଥି ଯୋଗଦାନ କରିଥିଲେ ।

babaa
Leave A Reply

Your email address will not be published.