ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମା ବିଦ୍ୟା ମନ୍ଦିର ସାହାଜବାହାଲ ଠାରେ ମହାସମାରୋହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତ, ରଘୁନାଥ, ଶେଷଦେବ, କ୍ଷୀରୋଦ୍ର, ମାଧବୀ, ସବିତା, ଲିଲି, ସୃତି, ନିରଞ୍ଜନ, ମଞ୍ଜୁ ପ୍ରମୁଖ ପୂଜାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.