କଣ୍ଟାବାଞ୍ଜି ବନ୍ଦ ପାଳନ ସଫଳ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତରଫରୁ ଏସ୍‌ସି ଏବଂ ଏସ୍‌ଟି ସଂରକ୍ଷଣ ବିରୋଧୀ ରାୟ ପ୍ରତ୍ୟାହାର ଦାବିରେ କଣ୍ଟାବାଞ୍ଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ରିୟାନୁଷ୍ଠାନ କମିଟି ତରଫରୁ ଗିରିରାଜ୍ ସିଂ ମାଝୀଙ୍କ ନେତୃତ୍ୱରେ ସକାଳ ୬ରୁ ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦ ପାଳନରେ ସମସ୍ତ ସ୍କୁଲ, କଲେଜ, ସରକାରୀ ଅଫିସ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଥିଲା ।

Leave A Reply

Your email address will not be published.