oom

ମୁକ୍ତିଲାଭ କଲା ସମ୍ବଲପୁରୀ ଗୀତ ‘ପାଗଲ୍‌ ପ୍ରେମୀ’

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ପାଇଁ କିଏ ପାଗଳ ତ ପ୍ରେମ ପାଇଁ ଅନ୍ଧ । ତେବେ ପ୍ରେମିକା ଓ ପ୍ରେମିକ ଭିତରେ ପ୍ରେମ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ତାହାକୁ ନେଇ ସମ୍ବଲପୁରୀରେ ପ୍ରସ୍ତୁତ ହୋଇଥିବା ‘ପାଗଲ୍‌ ପ୍ରେମୀ’ ଗୀତ ଟି ଆଜି ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲ୍‌ରେ ମୁକ୍ତିଲାଭ କରିଛି ।ଏହି ଗୀତକୁ ଅଜିତ କୁମାର ସାହୁ ଓ ଶୁଭ ଲଷ୍ମୀ ସାହୁ କଣ୍ଠଦାନ କରିଥିବା ବେଳେ ଗୀତ ଓ ସୁନ୍ଦର ଭାବରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜନକ ସେଠ। କ୍ୟାମେରା ମ୍ୟାନ ଭାବରେ ଦଳ ଗୋବିନ୍ଦ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଗୀତଟି ଦର୍ଶକ ମାନଙ୍କ ମନକୁ ଛୁଇଁ ଥିବା ବେଳେ ବେଶ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

jittmm
Leave A Reply

Your email address will not be published.