om academy

ପଦ୍ମନାଭ ପୁରୋହିତଙ୍କ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର ଆଜି ୬୯ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି ଦେଇଛନ୍ତି । ସରକାରଙ୍କର ସ୍ୱଚ୍ଛତା ଏବଂ ୫ଟି ର କାର୍ୟ୍ୟକାରିତାର ସଫଳ ରୂପାୟନ ପାଇଁ ଅଧିକାରୀଙ୍କ ଆବଶ୍ୟକତା ପୁରଣ କରିବ । ବଲାଙ୍ଗିର ଜିଲ୍ଲାର ପଦ୍ମନାଭ ପୁରୋହିତ ପଦୋନ୍ନତି ପାଇ ଜିଲ୍ଲା ଉପ ନିବନ୍ଧକ ଭାବରେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ପଦୋନ୍ନତି ଯୋଗୁଁ ବିଭି‌ନ୍ନ ମହଲରୁ ତା‌ଙ୍କୁ ଶୁଭେ‌ଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.