oum

୨୦୨୨-୨୩ ଆର୍ଥିକ ବର୍ଷରେ ସାମାଜିକ ନିରାପତ୍ତା ପଦକ୍ଷେପ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨-୨୩ ଆର୍ଥିକ ବର୍ଷରେ ସାମାଜିକ ନିରାପତ୍ତା ଲାଗି ମୋଟ ୩୭୦୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ “ମଧୁବାବୁ ପେନସନ୍ ଯୋଜନା”ରେ ୨୦୧୭ କୋଟି ଟଙ୍କା ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ୧୩୩୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.