om academy

ଖଡିଆଳରେ ନୂତନ ବିଡିଓଙ୍କ ଯୋଗଦାନ

jsm

ଖଡିଆଳ, (ନିରୋଜ କୁମାର ପାଣୀ) : ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ନାରାୟଣ ସାହୁ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଥିବା ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ ବାଗଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଶ୍ରୀ ସାହୁ ଯୋଗଦାନ କରିଛନ୍ତି । ଶ୍ରୀ ସାହୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ । ଖଡିଆଳରେ ବିଡିଓ ଭାବେ ଯୋଗଦାନ ପରେ ତାଙ୍କୁ ବିଭିନ୍ନ ମହଲରୁ ‌ସ୍ୱାଗତ କରାଯାଇଛି । ବ୍ଲକର ବିକାଶ ଦିଗରେ ପ୍ରାଥମିକତା ଦେବେ ବୋଲି ବିଡିଓ ଶ୍ରୀ ସାହୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.