ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୂଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୂଡାପାଲି ପଞ୍ଚାୟତ ଅନ୍ତର୍ଗତ ଢୁଳୁସର ଖେଳପଡିଆ ଠାରେ ଗଣ୍ଡ ସମାଜ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣ୍ଡ ସମାଜର ଅନେକ ପୁରୁଷ ମହିଳା ଯୋଗଦେଇ ତାଙ୍କ ଇଷ୍ଟଦବୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଏହା ଥିଲା ଦୃଶ୍ୟ ଯେ, ଗଣ୍ଡ ସମାଜ ତରଫରୁ କୁରେପତରରେ ପିଠା ଚୂରାକୁଣ୍ଡା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.