ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର କରୋନା ମହାମାରୀ ସମୟରେ ବିଭିନ୍ନ ସେବା ଯୋଗାଇ ଆସୁଛି । ସେହିପରି ଭାବରେ ଗତକାଲି ଠାରୁ ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ମଧ୍ୟ ଆରମ୍ଭ କରାଯାଇଛି । ତେବେ ଅକ୍ସିଜେନ ସିଲିଣ୍ଡର ପାଇବା ପାଇଁ ଅନୁଷ୍ଠାନର ଶ୍ୟାମ ସୁନ୍ଦର ସାହୁ (୭୦୬୪୬୪୫୫୫୪) ଏବଂ ଲୋକନାଥ ସାହୁ(୯୭୭୬୭୬୪୨୭୨)ଙ୍କ ସହ ଯୋଗାଯୋଗ କରିବାକୁ ଅନୁଷ୍ଠାନର ତରଫରୁ ବିନମ୍ର ନିବେଦନ କରାଯାଇଛି ।

Leave A Reply

Your email address will not be published.