ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପାହିରାଜୁ ପଞ୍ଚାୟତ ତିଲକାପଙ୍ଗା ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ ବୋଲି ଖବର ମିଳିଛି । ନକ୍ସଲ ଦ୍ଵାରା ଏହି ଆଇଇଡି ଖଞ୍ଜା ଯାଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୯୯ ବାଟାଲିୟନ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇ ତିଲକାପଙ୍ଗା ଜଙ୍ଗଲ ମଧ୍ୟରେ ଶକ୍ତିଶାଳୀ ଆଇ ଇ ଡି ଠାବ କରିବା ପରେ ଆଇ ଇ ଡି ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ଯବାନ ବୋଲି ସୂଚନା ରହିଛି ।

Leave A Reply

Your email address will not be published.