om academy

ଏଣିକି ପଞ୍ଚାୟତ ପଦାଧିକାରୀମାନଙ୍କୁ ସମ୍ପତ୍ତିର ବିବରଣୀ ଦେବାକୁ ପଡିବ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

jsm

ପାଟନା : ବିହାରରୁ ବଡ ଖବର ଆସୁଛି । ବର୍ତ୍ତମାନ ରାଜ୍ୟର ସମସ୍ତ ପଞ୍ଚାୟତ ପଦାଧିକାରୀମାନଙ୍କ ପାଇଁ ସମ୍ପତ୍ତିର ବିବରଣୀ ଦେବା ବାଧ୍ୟତାମୂଳକ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ମନ୍ତ୍ରୀ ସମ୍ରାଟ ଚୌଧୁରୀ ସମସ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସମସ୍ତ ପଞ୍ଚାୟତ ପଦାଧିକାରୀମାନଙ୍କୁ ସମ୍ପତ୍ତିର ବିବରଣୀ ସ୍ପଷ୍ଟ ଭାବରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତ୍ରିସ୍ତରୀୟ ପଞ୍ଚାୟତର ସମସ୍ତ ଅଧିକାରୀଙ୍କୁ ସମ୍ପତ୍ତିର ବିବରଣୀ ଦେବାକୁ ପଡିବ । ତେବେ ତ୍ରିସ୍ତରୀୟର ସମସ୍ତ ଅଧିକାରୀଙ୍କ ପାଇଁ ସମ୍ପତ୍ତିର ବିବରଣୀ ଦେବା ଚଳିତ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧ର କଟ୍ ଅଫ୍ ତାରିଖ ସ୍ଥିର କରାଯାଇଛି ।

Leave A Reply

Your email address will not be published.