କନ୍ଦାଗାଡ଼ ଗାଧୁଆ ତୁଠ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନରେ ଥିବା କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ କନ୍ଦାଗାଡ଼ କଟାର ଗାଧୁଆ ତୁଠରେ ହୋଇଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତ କାହା ଆଦେଶରେ ଏହିପରି ଦୁର୍ନୀତି କାର୍ଯ୍ୟ କରିଛନ୍ତି । ଏହି କନ୍ଦାଗାଡ଼ ଗ୍ରାମରେ ଆମ ଓଡିଶା ନବୀନ ଓଡିଶା କାଯ୍ୟର ଫଳକ ନାହିଁ । ହେଲେ ଅନ୍ୟ ଏକ ସ୍ଥାନରେ ଫଳକ ଅଛି ହେଲେ ଗାଧୁଆ ତୁଠ ନାହିଁ ଏଥିରୁ ଜଣାପଡୁଛି ଯେ, କାହା କଥାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହିପରି କାର୍ଯ୍ୟ କରୁଛନ୍ତି । ଏଣୁ ଅନୁରୋଧ ଯେ, ଏହି ଦୁର୍ନୀତି କାର୍ଯ୍ୟ କରୁଥିବା କେହି ମଧ୍ୟ କିଛି କହୁନାହାନ୍ତି ।

Leave A Reply

Your email address will not be published.