om academy

ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ ନିର୍ବାଚନ : ଶାନ୍ତାନୁ ଭୋଇ ସଭାପତି, ପ୍ରଭଞ୍ଜନ ହୋତା ସଂପାଦକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସଭାପତି ଭାବରେ ଶାନ୍ତାନୁ କୁମାର ଭୋଇ ସଭାପତି ଓ ପ୍ରଭଞ୍ଜନ ହୋତା ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସରୋଜ କୁମାର ମାଝୀ ଉପସଭାପତି, ପ୍ରକାଶଚନ୍ଦ୍ର ମହାପାତ୍ର ସହକାରୀ ସଂପାଦକ, ଗୋବର୍ଦ୍ଧନ ପଧାନ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିର ସଭ୍ୟ ଭାବରେ ଚିତ୍ତରଂଜନ ଦାସ, ନାରାୟଣ ଦାସ, ଅଶୋକ କୁମାର ଦାସ, ଗଣେଶ ପ୍ରସାଦ ଦୀକ୍ଷିତ, ନିଲେଶ ଅଗ୍ରୱାଲ, ମୃଣାଳ ଅଗ୍ରୱାଲ ମନୋନୀତ ହୋଇଛନ୍ତି । ବରିଷ୍ଠ ଆଇନଜୀବୀ ମାନସ ରଂଜନ ବହିଦାର ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.