ଜାମସେଠ ପଞ୍ଚାୟତର ବିଜୁ ଯୁବ ଜନତା ଦଳରୁ ୩ ନିଯୁକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବିଜୁ ଜନତା ଦଳ ବ୍ଳକ କମିଟି ଓ ବିଜୁ ଯୁବ ଜନତା ଦଳ କମିଟି ଗଠନରେ ତିନି ଜଣ ଚୟନ ହୋଇଛନ୍ତି । ବ୍ଳକ ଉପ-ସଭାପତି ଭାବେ ଶରତ ଚନ୍ଦ୍ର ତାଣ୍ଡି, ଆଇଟି କୋଡିନେଟର ଭାବେ ରାଜେନ୍ଦ୍ର ପ୍ରଧାନ ଓ ପଞ୍ଚାୟତ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଦେବାଶିଷ ପଟ୍ଟନାୟକ‌ଙ୍କୁ ଚୟନ କରାଯାଇଛି ।

Leave A Reply

Your email address will not be published.

error: Content is protected !!